ଖଲ୍ଲିକୋଟ୍: କାନପୁର ଗ୍ରାମରେ ସ୍ବର୍ଗତ ପଞ୍ଚାନନ ବେହେରାଙ୍କ ଦ୍ୱାଦଶାହରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ
Khalikote, Ganjam | Sep 7, 2025
ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର କାନପୁର ଗ୍ରାମରେ ଆଜି ସ୍ବର୍ଗତ ପଞ୍ଚାନନ ବେହେରାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ...