ରାଇଘର: ହାଟଭରଣ୍ଡିର ଶିବ ମନ୍ଦିରରେ ଚାଲିଛି ଶ୍ରୀରାମ ମହାଯଜ୍ଞ।
ଖୁବ୍ ଉତ୍ସାହ ଓ ଉଦ୍ଦୀପନାର ସହିତ ରାଇଘର ବ୍ଲକ ହାଟଭରଣ୍ଡିର ଶିବ ମନ୍ଦିରରେ ଚାଲିଛି ଶ୍ରୀରାମ ମହାଯଜ୍ଞ। ଏହି ପର୍ବରେ ଯୋଗ ଦେବା ସହିତ ପ୍ରଭୁ କୃପା ଲାଭ କରିଛନ୍ତି ଭକ୍ତ। ଯୋଗ ଦାନ କରିଥିବା ଶହ ଶହ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ହୋଇଛି । ପ୍ରଭୁ ଶ୍ରୀ ରାମ ଓ ମହାଦେବଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଶ୍ରଦ୍ଧାଳୁ, ସମସ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି କାମନା କରିଛନ୍ତି । ଏହି ପବିତ୍ର ମୁହୂର୍ତ୍ତରେ ନାମ ସଙ୍କୀର୍ତ୍ତନ ଗାନ କରିବାକୁ ଆସିଥିବା ଭକ୍ତ, ଶ୍ରଦ୍ଧାଳୁ ଓ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ମନ୍ଦିରର ସୁରକ୍ଷାରେ ଯାହାଙ୍କ ଅବଦାନ ବେଶୀ ରହିଛି ସେହି ପୂଜାର