ଝାରସୁଗୁଡା: ଲଇକେରା ବ୍ଲକ ନିକ୍ତିମାଲ ଠାରେ ଆୟୋଜିତ ହେଉଥିବା ଶ୍ରୀ ଭାଗବତ ଗୀତା କଥାରେ ଯୋଗଦେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ
Jharsuguda, Jharsuguda | Sep 5, 2025
ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ନିକ୍ତିମାଲ ଠାରେ ଆୟୋଜିତ ହେଉଥିବା ଶ୍ରୀ ଭାଗବତ ଗୀତା କଥାରେ ସମ୍ମିଳିତ ହେଲେ ଝାରସୁଗୁଡା ବିଧାୟକ...