ଆଗଳପୁର ଥାନା ମାମଲା ନମ୍ବର ୨୨୪/୨୫ ସଂପର୍କିତ ଏକ ମାଡ ପିଟ ଘଟଣାରେ ଅଭିଯୁକ୍ତ କାଳାକାହ୍ନୁ ମେହେର, ବୟସ ୫୫, ନଗାଁ କ ଗ୍ରାମର ଜଣେ ଙ୍କୁ ପୋଲିସ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତଙ୍କୁ ଆଜି ଲୋଇସିଂହା ଅବସ୍ଥିତ JMFC କୋର୍ଟ କୁ ହାଜିର କରାଯାଇଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ, ଆଦାଲତଙ୍କ ଆଗାମୀ ଆଦେଶକୁ ଅପେକ୍ଷା କରାଯାଉଛି। ସୂଚନା ଟି ଆଜି ସନ୍ଧ୍ୟା ୫ଟା୩୦ ସମୟରେ ଥାନା ଅଧିକାରି ବାସୁଦେବ ଭୋଇ ଙ୍କ ଠାରୁ ସୂଚନା ମିଳିଛି