Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ଖଲ୍ଲିକୋଟ୍: ଆସନ୍ତା କାଲି ଶେଷ ସୋମବାର ଉପଲକ୍ଷେ ଚିକିଲି ଗ୍ରାମରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ପୀୟୂଷ ଓ ବିଦୁସ୍ମିତା

Khalikote, Ganjam | Nov 2, 2025
ଆସନ୍ତା କାଲି ଅର୍ଥାତ୍ ନମ୍ଭେମ୍ବର୍ ୩ ତାରିଖ କାର୍ତ୍ତିକ ମାସ ଶେଷ ସୋମବାର ଉପଲକ୍ଷେ ଚିକିଲି ଗ୍ରାମ ସ୍ଥିତ ଚକା ଠାକୁର ଯାତ୍ରା ପଡ଼ିଆରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ଓଡ଼ିଆ ଯାତ୍ରା ଜଗତରେ ସୁନାମଧନ୍ୟ କଳାକାର ପୀୟୂଷ ଓ ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା । ଏ ନେଇ ଆଜି ଅପରାହ୍ନ ୨ ଟା ସମୟରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଦୁଇ କଳାକାର ପ୍ରକାଶ କରିବା କରିଛନ୍ତି ।

MORE NEWS