Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଜି ଉଦୟଗିରି: କଳିଙ୍ଗ। ଘାଟିରେ ହୋଇଥିବା ଭୁ ସ୍ପଳନ ର ଅବସ୍ଥା ବେଳକୁ ବେଳ ଭୟ।ଭୟ ହେବାରେ ଲାଗିଛି।ପାଣି ଆସୁଥିବା ଯୋଗୁଁ ମାଟି ଅତଡା ଖସି ବାରେ ଲାଗିଅଛି

G Udayagiri, Kandhamal | Sep 17, 2025
କଳିଙ୍ଗ। ଘାଟିରେ ହୋଇଥିବା ଭୁ ସ୍ପଳନ ର ଅବସ୍ଥା ବେଳକୁ ବେଳ ଭୟ।ଭୟ ହେବାରେ ଲାଗିଛି।ପାଣି ଆସୁଥିବା ଯୋଗୁଁ ମାଟି ଅତଡା ଖସି ବାରେ ଲାଗିଅଛି।ଘାଟିର ବିଭିନ୍ନ ସ୍ଥାନରେ ମଧ୍ୟ ଏପରି ଘଟିଛି।କିନ୍ତୁ ଏହି ସ୍ଥାନରେ ଅତି ଭାୟାଭୟ ପରିସ୍ଥିତି ଉପୁଜିଛି।ପୋଲିସ ଘଟଣା ସ୍ଥଳରେ ପହଁଚି ଯାନବାହାନ ଚଳାଚଳ ର ଦିଗ ପରିବର୍ତ୍ତନ କରାଯାଇଅଛି।ବର୍ତ୍ତମାନ ଭୁବନେଶ୍ୱର ରୁ ଗାଡ଼ି ଫୁଲବାଣୀ ହୋଇ ଆସୁଥିବା ବେଳେ ବ୍ରହ୍ମପୁର ଆସୁଥିବା ଗାଡ଼ି ଚକାପାଦ ହୋଇ ଆସୁଥିବା ଜଣା ପଡିଛି।କିନ୍ତୁ ବ୍ୟବସାୟ ପାଇଁ ଆସୁଥିବା ଗାଡ଼ି ଆସୁନାହିଁ

MORE NEWS