ଧମା: ମା ଝାଡ଼େଶ୍ୱରୀ ସ୍ନାତକ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ମା ଝାଡ଼େଶ୍ୱରୀ ସ୍ନାତକ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତଧମା ସ୍ଥିତ ମା ଝାଡ଼େଶ୍ୱରୀ ସ୍ନାତକ ମହାବିଦ୍ୟାଳୟ ରେ ମଙ୍ଗଳବାର ସକାଳେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ଯୁକ୍ତ ୩ସ୍ରୋତ ର ଅଧ୍ୟକ୍ଷ ଶ୍ରୀ ଅନିଲ ପ୍ରଧାନ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ ମୁଖ୍ୟ ବକ୍ତା ଭାବରେ ଯୁକ୍ତ ୨ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପୁରୋହିତ ଏବଂ ମୁଖ୍ୟ ଅତିଥି ଭାବରେ ପାହାଡଶ୍ରୀଗୀଡl ସ୍ନାତକ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଜଗନ୍ନାଥ ପ୍ରଧାନ ଯୋଗଦେଇ ଦେଇଥିଲେ ।