ଅମ୍ବାଭୋନା: ପଥରାସେନୀ ପୀଠ ପରିସରରେ ଆଜି ବନମହୋତ୍ସବ ପାଲିତ, ବୃକ୍ଷରୋପଣ କଲେ ଅର୍ଜୁଣ୍ଡା ଗ୍ରାମବାସୀ, ଯୋଗଦେଲେ ଭଟଲୀ ରେଞ୍ଜର
Ambabhona, Bargarh (Baragarh) | Jul 19, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପଥରାସେନୀ ପୀଠ ପରିସରରେ ଆଜି ଭଟଲୀ ବନାଞ୍ଚଳ ତରଫରୁ ଆୟୋଜିତ ବନମହୋତ୍ସବ ପାଲିତ ହୋଇଛି 12 PM ରୁ 4 PM...