ଦିଗପହଣ୍ଡି: ପାରିବାରିକ କଳହରୁ ବିଷ ପିଇ ବାବୁଲିବନ୍ଧ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡ଼ିକାଲ ସ୍ଥାନାନ୍ତର
Digapahandi, Ganjam | Jul 29, 2024
ବାବୁଲିବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହ ରୁ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି ।...