ବୌଦ୍ଧ ସଦର: ପାତାଳି ଶ୍ରୀକ୍ଷେତ୍ର ନାୟକ ପଡା ଠାରେ ମକର ମେଲା ବାର୍ଷିକ ଉତ୍ସବ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମୁଣ୍ଡା ପଞ୍ଚଯାତର ଜିଲ୍ଲାର ପ୍ରସିଦ୍ଧ ପଯ୍ୟଟନ ସ୍ଥଳୀ ନାୟକ ପଡା ପାତାଳି ଶ୍ରୀକ୍ଷେତ୍ର ଠାରେ ସ୍ଥିତ ନାୟକ ପଡା ରୁଷ୍ୟଶୃଙ୍ଗ ଆଶ୍ରମ ଠାରେ ଆଜି ସକାଳ ପାଖପାଖି ୧୦ଟା ସମୟରେ l ପାତାଳି ଶ୍ରୀକ୍ଷେତ୍ର ଆଞ୍ଚଳିକ କମିଟି ଦ୍ୱାରା ପାତାଳି ଶ୍ରୀକ୍ଷେତ୍ର ମକର ମେଲା ୨୦୨୬ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମେ ଆଶ୍ରାମରେ ଥିବା ତିନି ଠକୁରଙ୍କ ଓ ରୁଷି ଶୃଙ୍ଗ ଗୁମ୍ଫା ଠାରେ ପୂଜା ଅର୍ଚନା ପରେ ସକାଳ ଧୂପ ଲାଗିଲା କରାଜିଥିଲା l ପରେ କୀର୍ତ୍ତନ ସହିତ ମହିଳା ମାନଙ୍କଦ୍ୱାରା କଳସ ଯାତ୍ରା ଅନୁଷ୍ଟିତ ସହିତ ସୁନ୍ଦରା କାଣ୍ଡ ଅନୁଷ୍ଠିତ l