ଆନନ୍ଦପୁର: ଶଙ୍ଖଣା ଠାରେ ସଂଗ୍ରାମ ଜେନାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ, ଯୋଗଦେଲେ ପିସିସି ସଭାପତିଙ୍କ ସମେତ ରାଜ୍ୟ କଂଗ୍ରେସର ସମସ୍ତ ତୁଙ୍ଗ ନେତା
Anandapur, Kendujhar | Aug 19, 2025
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଶଙ୍ଖଣା ଠାରେ ସଂଗ୍ରାମ ଜେନା ସ୍ମୃତି କମିଟି ପକ୍ଷରୁ ୪ର୍ଥ ବାର୍ଷିକ ସ୍ମୃତି ଚାରଣ ସଭା, ଅନୁଷ୍ଠିତ ହୋଇଯାଇଛି।...