ଜମନକିରା: କଦଳୀପାଲ ହାଇସ୍କୁଲ ସଂଲଗ୍ନ ଜାତୀୟ ରାଜରାସ୍ତା ଅବରୋଧ କଲେ ଛାତ୍ର ଛାତ୍ରୀ, ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ଦାବି
Jamankira, Sambalpur | Aug 5, 2025
ଜମନକିରା ବ୍ଲକ ଅନ୍ତର୍ଗତ କଦଳିପାଲ ହାଇସ୍କୁଲ ରେ ଶିକ୍ଷକ ଅଭାବ ରୁ ପାଠ ପଢା ରେ ବ୍ୟାଘାତ ସୃଷ୍ଟି ନେଇ ବହୁଦିନରୁ ଅଭିଯୋଗ କରି ଆସୁଥିଲେ ହେଲେ...