Public App Logo
ଜି ଉଦୟଗିରି: ଜି ଉଦୟଗରି ଥାନା ଅଞ୍ଚଳ ରେ ଜଣେ ନାବାଳିକା କଲେଜ ଛାତ୍ରୀ ଙ୍କୁ ଅପହରଣ ପରେ ଆଜି ପୋଲିସ ଉଦ୍ଧାର କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଅଛି - G Udayagiri News