Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ଖଲ୍ଲିକୋଟ୍: ସିଦ୍ଧପଲ୍ଲୀ ଗ୍ରାମରେ ପାରିବାରିକ କଳହ କୁ କେନ୍ଦ୍ର କରି ଆକ୍ରମଣ; ଦୁଇ ପକ୍ଷର ଦୁଇ ଆହତ, ଥାନାରେ ଅଭିଯୋଗ

Khalikote, Ganjam | Sep 29, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଦ୍ଧପଲ୍ଲୀ ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ପାରିବାରିକ କଳହ କୁ କେନ୍ଦ୍ର କରି ଆକ୍ରମଣ ଓ ପ୍ରତି ଆକ୍ରମଣ ରେ ଦୁଇ ପକ୍ଷରୁ ଦୁଇ ଜଣ ଆହତ ହୋଇଥିବା ବେଳେ ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ ଆଜି ରାତି ପ୍ରାୟ ସାଢ଼େ ୯ ଟା ସମୟରେ ଖଲ୍ଲିକୋଟ ଥାନାରେ ଦୁଇପ କ୍ଷର ଅଭିଯୋଗ ପରେ ପୋଲିସ ଥାନାରେ ୮୦୭/୨୦୨୫ ଓ ୮୦୮/୨୦୨୫ ଅନୁଯାୟୀ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

MORE NEWS