ଛେଣ୍ଡିପଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ ହୋଇଯାଇଛି। ଆଜି ମଧ୍ୟାହ୍ନ 12 ଟାରେ ଛେଣ୍ଡିପଦା ବିଜେପି ଯୁବନେତା ଅକ୍ଷୟପାଦ ବେହେରାଙ୍କ ନେତୃତ୍ଵରେ ପାଲିତ ହୋଇଥଲା। ଏଥିରେ ଛେଣ୍ଡିପଦାର ବହୁ ବିଜେପି ନେତା, ସାଧାରଣ ଜନତା ସାମିଲ ହୋଇ ଅଟଳଙ୍କ ସ୍ମୃତି ଚାରଣ କରିଥିଲେ।