ପୁରୀ ମ୍ୟୁନିସିପାଲଟି: ପୁରୀ-କୋଣାର୍କ ବାଲିଘାଟ ରାସ୍ତା ରେ ପ୍ରତ୍ୟେକ ଦିନ ଦୁର୍ଘଟଣା, ଅସନ୍ତୋଷ ପ୍ରକାଶ କଲେ ବାଲିଘାଟ ବଜାର ବାସିନ୍ଦା l
Puri M, Puri | Sep 15, 2025 ବାଲିଘାଟ ରାସ୍ତାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି l କାହିଁକି ନାଁ ଏହି ରାସ୍ତାରେ ଖାଲ ଖମା ଯୋଗୁଁ ସ୍ଥାନୀୟ ବାସିନ୍ଦା ଙ୍କ ଠାରୁ ଆରମ୍ଭ କରି ପଯ୍ୟଟକଙ୍କ ଠାରୁ ଆରମ୍ଭ କରି ସମସ୍ତେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି l