କୋରାପୁଟ ସହର: କୋରାପୁଟ ଜିଲ୍ଲାପାଳଙ୍କ ନୁତନ ନିର୍ମାଣଧୀନ ୬୫୦ ବିଶିଷ୍ଟ କୋରାପୁଟ ମେଡିକାଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି
Koraput Town, Koraput | Jul 28, 2025
କୋରାପୁଟ ଜିଲ୍ଲାପାଳ ମନୋଜ୍ ସତ୍ୟୱାନ ମହାଜନ ସୋମବାର ସନ୍ଧ୍ୟା ୫ଟା ସମୟରେ କୋରାପୁଟ ଜିଲ୍ଲାର ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ...