ବାଙ୍କୀ: ବର ପଦନପୁର ଗ୍ରାମରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ
Banki, Cuttack | Feb 12, 2024 ବାଙ୍କୀ ବିଲିପଡା ପଞ୍ଚାୟତ ଅନ୍ତର୍ଗତ ବର ପଦନପୁର ଗ୍ରାମର ଦ୍ରୌପଦୀ ମନ୍ତ୍ରୀଙ୍କ ନେତୃତ୍ବରେ ଶତାଧିକ ମହିଳା ବିଜେଡି କର୍ମୀ ବିଜେଡି ଦଳ ଛାଡି ବିଜେପି ଦଳରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ବାଙ୍କୀରେ ଦଳକୁ ବିଜୟୀ କରାଇବେ ବୋଲି ଦଳୀୟ କାର୍ଯ୍ୟକର୍ତ୍ତା ଦେଲେ ପ୍ରତିଶ୍ରୁତି।