ପୁଅ କଟକ ଯାଇଥିଲେ ଅଟୋ ଆଣିବା ପାଇଁ, ହେଲେ ତାଙ୍କ ମୃତ ଦେହ ପୁରୀ ରୁ ଆସିଲା। ତେବେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ଗୁରୁବାର ଦିନ ପ୍ରାୟ ୨ ଟାରେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ବାରିପଦା ସହରର ଭୁଗୁଡ଼ାକଟା ଅଞ୍ଚଳର ମୃତ ଯୁବକଙ୍କ ବାପା ଆନନ୍ଦ ଚନ୍ଦ୍ର ଦାଶ ଏନେଇ ଅଭିଯୋଗ କରି ପ୍ରତିକ୍ରିୟା ଦେଇଛନ୍ତି।