ରାଇରଙ୍ଗପୁର ସହର: ଭଗାବେଡା ଗାଁ ନିକଟ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର
ଆଜି ଅପରାହ୍ନ ୪ ଟା ସମୟ ଭଗାବେଡା ଗାଁ ନିକଟ ମୁଖ୍ୟ ମାର୍ଗରେ ବାଇକ ଆରୋହୀ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ସ୍ଥାନୀୟ ଲୋକ ମାନେ ଗୁରୁତର ଯୁବକ ରାଧେଶ୍ୟାମ ବାଙ୍କୀରା ଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉକ୍ତ ଯୁବକ ସେଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି