Public App Logo
Jansamasya
National
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ସିମୁଳିଆ: ରାଇକୁଲା ଗ୍ରାମ ରେ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର

Similia, Balasore | Nov 7, 2025
ପରିତ୍ୟକ୍ତ ଏକ ନାଳ ରୁ ବିରାଟକାୟ ଅଜଗର ସାପ ଉଦ୍ଧାର, ଖଇରା ବ୍ଲକ ରାଇକୁଲା ଗ୍ରାମ ରେ ଏକ ପରିତ୍ୟକ୍ତ ନାଳରେ ବସିଥିବା ଜାଲରେ ଏକ ବିରାଟକାୟ ଅଜଗର ସାପ ଛନ୍ଦି ହୋଇଯାଇଥିଲା l ଆଜି ଗ୍ରାମବାସୀ ଦେଖି ଜାଲରୁ ସାପ କୁ ଉଦ୍ଧାର କରି ବନ ବିଭାଗ କୁ ଖବର ଦେଇଥିଲେ l ଖବର ପାଇ ଆଜି ଶୁକ୍ରବାର ଅପରାହ୍ନ 3 ଘଟିକା ସମୟରେ ବନ ବିଭାଗ ପହଁଚି ସାପ କୁ ଉଦ୍ଧାର କରି ଜଙ୍ଗଲ ରେ ଛାଡିଥିଲେ l ସାପ ଟି 10 ଫୁଟ ରୁ ଉର୍ଦ୍ଧ ଲମ୍ବ ହେବା ନେଇ ଅନୁମାନ କରାଯାଉଛି l

MORE NEWS