Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ସୁକିନ୍ଦା: ବନ୍ଧଗାଁ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟରେ ଅୟୋଜିତ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ

Sukinda, Jajpur | Sep 17, 2025
ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ଧଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅୟୋଜିତ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମରେ ବୁଧବାର ଅପରାହ୍ନ 3 ଘଟିକା ସମୟରେ ଯୋଗଦେଲେ ସମବାୟ ବୟନ ଶିଳ୍ପ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ସ୍ଵଚ୍ଛ ଭାରତ - ଏକ ପାଦ ସ୍ଵଚ୍ଛତା ଆଡ଼କୁ ଏହାହିଁ ଆମର ପ୍ରାଥମିକତା ବୋଲି ବାର୍ତ୍ତା ଦେଇଥିଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଦେଶର ଜସସ୍ୱୀ ପ୍ରଧାନମନ୍ତ୍ରୀ Narendra Modi ଙ୍କର ଆଜି 75 ତମ ଜନ୍ମ ଦିବସ ଅବସରରେ ସାରା ଦେଶରେ ଅୟୋଜିତ ସେବା ପକ୍ଷରେ ସମସ୍ତେ ଯୋଗଦାନ କରିଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ସାଧୁବାଦ ଦେଇଥିଲେ ମନ୍ତ୍ରୀ

MORE NEWS