Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବଲାଙ୍ଗୀର: ହରିହର ହସ୍ପିଟାଲ ସାମ୍ନାରେ ଚିକିତ୍ସା ଅବହେଳା ଅଭିଯୋଗରେ ରୋଗୀଙ୍କ ମୃତ୍ୟୁ, ଶବ ରଖି ରାସ୍ତା ରୋକ ପ୍ରତିକ୍ରିୟା ରଖିଲେ ଆନ୍ଦୋଳନ କାରି

Balangir, Balangir | Sep 22, 2025
ବଲାଙ୍ଗିର ହରିହର ହସ୍ପିଟାଲ ସାମ୍ନାରେ ଉତ୍ତେଜନା। ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି, ପରିବାରଜନଙ୍କ ସହ ଆନ୍ଦୋଳନକାରୀମାନେ ଶବକୁ ରାସ୍ତାରେ ରଖି ରାସ୍ତା ରୋକ କଲେ। ତାଙ୍କର ଦାବି – ଦୋଷୀ ଡାକ୍ତରଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ। ପ୍ରଶାସନ ପହଞ୍ଚି, ପରିସ୍ଥିତି କାବୁ କରିବାକୁ ପ୍ରୟାସ ଜାରି ରଖିଛି।

MORE NEWS