ବାଲିଗୁଡା: ଫିରିଙ୍ଗିଆ ବ୍ଲକ୍ର କୁଇସମାଜ ହଲ୍ ଠାରେ ସମବାର KISS କୋର କମିଟିଙ୍କ ସଭା ଅନୁଷ୍ଠିତ
ଫିରିଙ୍ଗିଆ ବ୍ଲକ୍ର କୁଇସମାଜ ହଲ୍ ଠାରେ ସମବାର ଦିନ 11ଘଣ୍ଟିକା ସମୟରେ KISS କୋର କମିଟିଙ୍କ ଏକ ସଭା ଅନୁଷ୍ଠିତ ହଇଥିଲା । ଏହି ସଭାରେ KISS କୋର କମିଟିର ଅଧ୍ୟକ୍ଷ ଶ୍ରୀ ତ୍ରିନାଥ Kanhar, ସଚିବ ଶ୍ରୀ ନାରାୟଣ Kanhar, ସଦସ୍ୟ ପାମୋ ମାଲ୍ଲିକ ଏବଂ ପବିତ୍ର kanhar ଉପସ୍ଥିତ ଥିଲେ । ସହିତ ୫୦ରୁ ଅଧିକ କମିଟି ସଦସ୍ୟମାନେ ଏହି ସଭାରେ ଯୋଗଦେଇଥିଲେ ସଭାରେ ଗ୍ରାମ ପଞ୍ଚାୟତ ସ୍ତରରେ କମିଟିକୁ ଶକ୍ତିଶାଳୀ କରିବା, ରକ୍ତଦାନ ଶିବିର ଆୟୋଜନ କରିବା, ଏବଂ ସଫଳ ଭାବେ କିପରି କରାଯିବ ମୁଖ୍ୟ ଉଦ୍ୟେଶ ରହିଥିଲା ଏହି ସଭାରେ ଶ୍ରୀ ଭଗୀରଥି ସେଠି, Asst. CEO, KISS କନ୍ଧମାଳ ଉପସ୍ଥିତ ହୋଇ