ଶିବତୁଲା ପାଖରେ ଓଲଟେଇ ଟ୍ରଲର ଯାତାୟତ ଠପ୍ ସୁବର୍ଣ୍ଣପୁର ବଲାଙ୍ଗୀର ଜାତୀୟ ରାଜପଥ ୫୭ ଶିବତୁଲା ପାଖରେ ଆଜି ରାତିରେ ପ୍ରାୟ ୯ଟା ବେଳେ ସୋନପୁର ପଟରୁ ବଲାଙ୍ଗୀର ଆଡ଼କୁ ଯାଉଥିବା ଏକ ଡ଼ଷ୍ଟ ବୋଝେଇ ଟ୍ରଲର ଶିବତୁଲା ରାସ୍ତା ମଝିରେ ଓଲଟି ପଡିଛି ।ଯହାଫଳରେ ଉଭୟ ପଟରୁ ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇ ଯାଇଛି।ଘଟଣା ସ୍ଥାନରେ ପୋଲିସ ତରଭା ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଯାରି ରଖିଛି।