ରେଢାଖୋଲ: ଭୀମଭୋଇ କଲ୍ୟାଣ ମଣ୍ଡପ ଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
ସମ୍ବଲପୁର ଜିଲ୍ଲା କଳାକାର ପରିବାର ପକ୍ଷରୁ ରେଢ଼ାଖୋଲ ସହରର ଭୀମଭୋଇ କଲ୍ୟାଣ ମଣ୍ଡପ ରେ ରବିବାର ଦିନ ସଂଧ୍ୟାରେ ଧୁମ୍ ଧାମରେ ପାଳନ କରାଯାଇଛି ନୂଆଁଖାଇ ଭେଟଘାଟ୍ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ , ବ୍ଳକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ , ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସୁରେନ୍ଦ୍ର ନାରାୟଣ ପ୍ରଧାନ ଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ ଉଦଘାଟନ କରିଥିଲେ । ଶେଷରେ ସ୍ଥାନୀୟ କଳାକାର ମାନଙ୍କ ଲୋକ କଳା ଓ ଲୋକ ବାଦ୍ୟ ଓ ନୃତ୍ୟ ଓ ସମ୍ବଲପୁରୀ ଗୀତରେ ମଞ୍ଚ ଦୁଲୁକି ଥିଲା l