ସିମୁଳିଆ: ଖଇରା ଶାରୀଶୁଆ ପାହାଡ଼ ରେ ବେଆଇନ ବ୍ଲାଷ୍ଟି କରି ପଥର ଲୋଡ଼ କରୁଥିବା ଖଣି ବିଭାଗ ଚଢ଼ାଉ, 8 ଟିପର ଓ 2 ଟି ଜେସିବି ଜବଦ
59 ନଂ ଖଣି ରେ ବେଆଇନ ବ୍ଳାଷ୍ଟି କରି ଟିପର ରେ ଲୋଡିଂଙ୍ଗ ଚାଲିଥିବା ବେଳେ ଖଣି ବିଭାଗ ର ଅଚାନକ ଚଢ଼ାଉ, 8 ଗୋଟି ଟିପର ଗାଡି ସହିତ ଦୁଇ ଟି ଜେସିବି ଜବଦ l ଖଇରା ବ୍ଲକ ଶାରୀଶୁଆ ପାହାଡ ରେ ପ୍ରଶାସନ ପକ୍ଷରୁ 144 ଜାରି ହୋଇଥିବା ବେଳେ 59 ନଂ ଖଣି ରେ ଗତକାଲି ବେଆଇନ ଭାବେ ବ୍ଳାଷ୍ଟିଙ୍ଗ କରିଥିବା ନେଇ ଜିଲ୍ଲାପାଳ ଙ୍କ ନିକଟରେ ଖବର ପହଞ୍ଚିବା ପରେ ଜିଲ୍ଲାପାଳ ଙ୍କ ନିର୍ଦେଶ ଖଣି ଆଧିକାରୀଣି ସନ୍ତୋଷୀ ସେଠି ଙ୍କ ନେତୃତ୍ୱ ରେ ଗତକାଲି ବିଳମ୍ବିତ ରାତିରେ ଟିପର ଲୋଡ଼ ଚାଲିଥିବା ବେଳେ ଅଚାନକ ଚଢ଼ାଉ କରିଥିଲେ l