ଛତ୍ରପୁର: ଛତ୍ରପୁର ଡିଆରଡିଏ ଛକ ଠାରେ ସଡ଼କ ଦୁର୍ଘଟଣାରେ ନାବାଳିକାଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Chhatrapur, Ganjam | Aug 19, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍ନରେ ଟ୍ରକ...