ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ ଟ୍ରେନରେ ବିନା ଟିକେଟରେ ରେଳ ଯାତ୍ରା କରିବାକୁ ନେଇ ଜୋରିମାନା ଆଦାୟ କରାଯାଇଛି। ଯାହାକୁ ନେଇ ରେଳ ବିଭାଗ ପକ୍ଷରୁ ଅତର୍କିତ ଭାବେ ମାସ ଟିଟିଆଇ ଟିକେଟ ଯାଞ୍ଚ ପ୍ରକ୍ରିୟା ହୋଇଥିଲା। ଯାଞ୍ଚ ସମୟରେ ୭୯ଜଣ ବିନା ଟିକେଟରେ ରେଳ ଯାତ୍ରା କରୁଥିବାର ଜଣାପଡିଥିଲା। ସେମାନଙ୍କ ପାଖରୁ ସମୁଦାୟ ୯,୯୮୦ଟଙ୍କା ଜୋରିମାନା ଆଦାୟ କରାଯାଇଛି।