ମାଲକାନଗିରି: ତେଲିମେଟା ଗ୍ରାମର ଶୋଚନୀୟ ରାସ୍ତାକୁ କେହି ମରାମତି କରୁ ନଥିବା ବେଳେ ନିଜେ ଗ୍ରାମବାସୀ ଏହାର ମରାମତି କରି ମତ ରଖିଛନ୍ତି
Malkangiri, Malkangiri | Sep 5, 2025
ମାଲକାନଗିରି ଜିଲ୍ଲା ତେଲିମେଟା ଗ୍ରାମରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ଏହାର ମରାମତି ପାଇଁ ବାରମ୍ବାର ଅନୁରୋଧ ଓ ଗୁହାରି...