ରାଇଘର: ବୀର ଯବାନ ଙ୍କୁ ସସମ୍ନାନେ ପାଛଟି ନେଲେ ଗ୍ରାମ ବାସି ।
ରାଇଘର ବ୍ଲକ ର ଛେଳି ଡଙ୍ଗରି ପଂଚାୟତ ଅନ୍ତର୍ଗତ ନୂଆପାର ଗାଁ ର ଲଛୀନ୍ଧର ଗଣ୍ଡ ସାମରିକ ସେନା ରୁ ଅବସର ନେଇ ନିଜ ଗାଁ କୁ ଫେରିବା ଖୁସିରେ ଗାଁ ଲୋକ ମାନେ ଲଛୀନ୍ଧର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଆଜି ଦିନ ୧୨ ଟା ସମୟରେ ଗାଁ ର ଶତାଧିକ ଲୋକ ଉପସ୍ଥିତ ରହି ବାଜା ରୋଷଣୀରେ ତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ଚାକିରୀ କାଳ ମଧ୍ୟରେ ଦେଶ ପାଇଁ ତାଙ୍କର ଅବଦାନ ପାଇଁ ପ୍ରଶଂସା କରିଥିଲେ।ଲଛୀନ୍ଧର ଗତ ୨୦୦୧ ମସିହା ଠାରୁ ୨୦୨୫ ମସିହା ପର୍ଯ୍ୟନ୍ତ ଦେଶର ଅରୁଣାଞ୍ଚଳ ପ୍ରଦେଶ, ମେଘାଳୟ ଓ ଲଦାଖ ଭଳି ସୀମାନ୍ତ ଅଂଚଳ ଏବଂ ହାଇଦ୍ରାବାଦ ଓ ବାଙ୍ଗାଲୋର ସହରରେ ନିଜର ଚାକିରି ଜୀ