ସିମୁଳିଆ: ଗଗନଧୂଳି ପଂଚାୟତ ରେ ବିଭିନ୍ନ ସ୍ଥାନ ରେ ସିରିଜ ମନ୍ଦିର ଲୁଟ
ପୁଣି ମନ୍ଦିର ଟାର୍ଗେଟ ଲୁଟେରା, ଖଇରା ଥାନା ଅନ୍ତର୍ଗତ ଗଗନଧୂଳି ପଞ୍ଚାୟତ ଗଣ୍ଡୁଆ ଗ୍ରାମ ରେ ବଳି ବାସୁଳି ମନ୍ଦିର, ରଫେତପୁର ଗ୍ରାମ ରେ ଲକ୍ଷ୍ମୀ ନାରାୟଣ ମନ୍ଦିର ଓ ଜଗନ୍ନାଥ ମନ୍ଦିର ବିଳମ୍ବିତ ରାତିରେ ସିରିଜ ମନ୍ଦିର ଚୋରି, ଏକକାଳିନ 3 ଗୋଟି ମନ୍ଦିର ରୁ ଚୋରି କରି ଫେରାର ହୋଇଯାଇଛନ୍ତି ଲୁଟେରା l ଠାକୁର ଙ୍କର ସୁନା ଓ ରୁପା ର ଚିତା, ସୁନା ଓ ରୁପା ହାର 7 ଗୋଟି ରୁପା ର ଚିତା ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କା ଥିବା ଦାନବକ୍ସ ନେଇ ଯାଇଥିବା ନେଇ ସୂଚନା l ଖବର ପାଇ ଆଜି ଖଇରା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛ l