ଦେବଗଡ: ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ପାଳନ, ରାସ୍ତାରେ ଅଟକି ରହିଛି ହଜାର ହଜାର ଗାଡି
Debagarh, Debagarh (Deogarh) | Jul 17, 2025
ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଂଗ୍ରେସ ଆଜି ଓଡିଶା ବନ୍ଦ ଡାକରା ଦେଇଛି । ଦେବଗଡ ଜିଲ୍ଲାରେ...