ଆଜି ସକାଳ ଦଶ ଟା ସମୟ ରେ କୋରାପୁଟ ଟାଉନ ଥାନା ସମ୍ମୁଖ ରେ ଥିବା ମିଟୁ ଚା ଦୋକାନରେ ଚାୟ ପେ ଚର୍ଚ୍ଚା ରେ ଯୋଗ ଦେଇ ସମାଜ୍ ସେବୀ ରାଜେଶ ସୋନେଜା ପ୍ରତିକ୍ରିୟା ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଚା ପେ ଚର୍ଚ୍ଚା ରେ ଯୁବ ଗୋଷ୍ଟି ଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ଯୁବ ଗୋଷ୍ଟି ମାନଙ୍କ ଦ୍ଵାରା ହିଁ ଚା ଖଟି ରେ ଲୋକ ଙ୍କ ଭଲ ଚର୍ଚ୍ଚା ହୋଇଥାଏ। ଆଜିର ଚା ପେ ଚର୍ଚ୍ଚା କାର୍ଯକ୍ରମ ରେ ସୌମ୍ୟ ମାଛ.. ରାମଚନ୍ଦ୍ର ମାଝୀ.. . ବିଶ୍ଵନାଥ ଜାଲା... ପ୍ରମୁଖ ଉପସ୍ଥିତ ଥିଲେ।