ବରଗଡ: ନୂତନ ପିସି ସେଣ୍ଟର ନିର୍ମାଣ ଦାବିରେ ଭେଡେନ ମାନପୁର ଗ୍ରାମର ଚାଷୀ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ
Bargarh, Bargarh (Baragarh) | Sep 8, 2025
ନୂତନ ପିସି ସେଣ୍ଟର ନିର୍ମାଣ ଦାବିରେ ଭେଡେନ ମାନପୁର ଗ୍ରାମର ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି | ସୋମବାର ମଧ୍ୟାହ୍ନ 1.30...