କୋଟପାଡ: ସର୍ଗିଗୁଡାରେ କାର ଓ ବାଇକ ଧକ୍କାରେ ଦୁଇ ଆହତ
Kotpad, Koraput | Aug 20, 2025 ସର୍ଗିଗୁଡାରେ_କାର୍_ବାଇକ_ଧକ୍କା_ଦୁଇ_ଆହତ କୋଟପାଡ଼ ଥାନା ସର୍ଗିଗୁଡା ଛକ ନିକଟରେ କାର୍ ଓ ବାଇକ ମଧ୍ୟରେ ଧକ୍କା,ଦୁର୍ଘଟଣାରେ ଦୁଇ ବାଇକ୍ ଚାଳକ ଆହତ,ଆହତ ବ୍ୟକ୍ତି ମାନେ କୋଟପାଡ଼ ଆସନା ଗ୍ରାମର ଏବଂ କାର୍ ଚାଳକ ତାମିଲନାଡୁ ଅଞ୍ଚଳର ବୋଲି ଜଣାପଡିଛି,ଦୁର୍ଘଟଣା ପରେ ଆହତଙ୍କୁ କୋଟପାଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ଘଟଣା ସ୍ଥଳରେ ଦମକଳ ବିଭାଗ ଓ ପୋଲିସ ଉପସ୍ଥିତ ରହି ତଦନ୍ତ ଆରମ୍ବ କରୁଛି