ଧାମନଗର: ପଧାନି ପଂଚାୟତ ର ୩୦ ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ବିଧାୟକ ଙ୍କ ବାସ ଭବନ କୁଆଁସ ରେ ଫୁଲ ଧରିଲେ
ଧାମନଗର ରେ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ପାଣିପାଗ ସେତେ ସରଗରମ ହେଉଛି। ଏପରିକି ଦଳ ଅଦଳ ବଦଳ ପର୍ବ ଚାଲିଛି । ଆଜି ରାତି ୮ ଟା ସମୟରେ ଧାମନଗର ବ୍ଲକ ର ପଧାନୀ ପଂଚାୟତ ର ୩୦ ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଙ୍କ ବାସଭବନ କୁଆଁସ ରେ ବିଜେପି ରେ ସାମିଲ ହୋଇ ଫୁଲ ଧରିଲେ