ଲକ୍ଷ୍ମୀପୁର: ଲକ୍ଷ୍ମୀପୁରରେ ଘରେ କେହି ନଥିବା ସୁଯୋଗରେ ଜଣେ ଶିକ୍ଷକଙ୍କ ଘରୁ ଚୋରି
ଘରେ କେହି ନଥିବା ସୁଯୋଗରେ ଜଣେ ଶିକ୍ଷକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।ଶିକ୍ଷକ ଜାଣକ ହେଲେ ସାଧୁ ତୁରୁକ। ସିଏ ଶନିବାର ଦିନ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ରାୟଗଡା ସପରିବାର ସହ ଯାଇଥିଲେ। ଏହାର ସୁଯୋଗ ଆଉ ହାତ ଛଡା କରିବାକୁ ପଛେଇନି ଚୋର।ଘର ତାଲା ଭାଙ୍ଗି ଭିତରେ ପଶି ଆଲମିରା ଭାଙ୍ଗି ଭିତରେ ଥିବା ସତୁରି ହଜାର ଟଙ୍କା ଓ ୭୦ ତୋଳା ରୁପା ଅଳଙ୍କାର ଧରି ବାରିପଟ କବାଟ ଖୋଲି ଛୁ।