ଧର୍ମଗଡ: ପାଣ୍ଡିଚେରୀ ରୁ ଦୁର୍ଗମ ଅଞ୍ଚଳ କୁଟୁରୁ କୁ ଫେରିଲା ନାବାଳକ ଦାଦନ ଶ୍ରମିକଙ୍କ ମୃତଦେହ, କାନ୍ଦ ବୋବାଳ ରେ ଫାଟି ପଡିଲା ଗାଁ ଦାଣ୍ଡ
Dharamgarh, Kalahandi | Aug 13, 2025
ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଦୁର୍ଗମ କୁଟୁରୁ ଗାଁ ର ସ୍ବର୍ଗତ ବାଳଚନ୍ଦ୍ର ମାଝୀ ଙ୍କ ନାବାଳକ ପୁଅ ଡମ୍ବରୁ ମାଝୀ (୧୭) ଦାଦନ ଖଟିବାକୁ ଗତ...