ସୋନପୁର: ସୁବଳୟା ସୁରୁବାଲି ବ୍ରିଜ ନିକଟରୁ 20 ଲିଟର ଦେଶି ମଦ ଶହ ଜଣେ ଅଭିଯୁକ୍ତ ଗିରଫ, ସୁବଳୟା ଥାନାରେ ମାମଲା ରୁଜୁ
ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସ ରାତ୍ରି କାଳୀନ ପାଟ୍ରୋଲିଙ୍ଗ କରୁଥିବା ସମୟରେ, ସୁରୁବାଲି ବ୍ରିଜ ନିକଟରୁ 20 ଲିଟର ଦେଶି ମଦ ଶହ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ, ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣା ପଡିଛି l