Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଜି ଉଦୟଗିରି: ରାଇକିଆ ଓ ମଧ୍ୟପ୍ରଦେଶ ର ତିନି ଜଣ ଗଞ୍ଜେଇ ନେବା ବେଳେ ସାରଙ୍ଗଗଡ ଅଞ୍ଚଳରୁ ସାରଙ୍ଗଗଡ ପୋଲିସ ଧରି କୋର୍ଟ ଚାଲାଣ କରିଛି

G Udayagiri, Kandhamal | Oct 21, 2025
ସାରଙ୍ଗଗଡ ପୋଲିସ ଦ୍ବାରା ତିନି ଜଣ ଗଞ୍ଜେଇ ବେପାରୀଙ୍କୁ ଧରିବା ସହ ତାଙ୍କ ଠାରୁ 245 କେଜି ଗଞ୍ଜେଇ ଓ ଏକ ଚାରି ଚକିଆ ଗାଡ଼ି ଜବତ କରିଛି। ଏ ନେଇ ଥାନା ଅଧିକାରୀ ବଧୁଲିକା ବିଶ୍ଵାଳ ସୂଚନା ପ୍ରଦାନ କରିଛନ୍ତି।ସୂଚନା ଯୋଗ୍ୟ ଯେ କନ୍ଧମାଳ ଜିଲ୍ଲାରୁ ବାହାର ସ୍ଥାନକୁ ଗଞ୍ଜେଇ ନେଉଥିବା ବେଳେ ପୋଲିସ ଖବର ପାଇ ଧରିବାରେ ସଫଳ ହୋଇଅଛି। ଏ ନେଇ ଥାନାରେ 189।2025 ରେ ଏକ ମାମଲା ରୁଜୁ ହୋଇଅଛି।ସୂଚନା ଯୋଗ୍ୟ ଯେ ଦୁଇ ଜଣ ମହିଳା ବିଭିନ୍ନ ସ୍ଥାନରେ ବୁଲି ବୁଲି ପ୍ଲାଷ୍ଟିକ ସାମଗ୍ରୀ ବିକ୍ରୀ କରୁଥିଲେ।

MORE NEWS