ନର୍ଲା: ନର୍ଲା ଠାରେ ତୁରନ୍ତ ନୂତନ ମେଡ଼ିକାଲ୍ ନିର୍ମାଣ ପାଇଁ ନର୍ଲା ଅଞ୍ଚଳବାସୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ
ଆଜି ମଙ୍ଗଳବାର ଦିନ ପୂର୍ବାହ୍ନ ପ୍ରାୟ ଏଗାର ଘଣ୍ଟା ସମୟରେ ନର୍ଲା ର ସମସ୍ତ ଜନ ସାଧାରଣ ମାନେ ଏକତ୍ରିତ ହୋଇ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚି ରୋଗୀ କଲ୍ୟାଣ ସମିତି ବୈଠକ ଜରିଆରେ ନର୍ଲା ଠାରେ ଭଙ୍ଗା ଦଦରା ଅବସ୍ଥାରେ ଥିବା ପୁରୁଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଭଙ୍ଗା ଯାଇ ନୂତନ ମେଡ଼ିକାଲ ତିଆରି କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି