ନର୍ଲା: ନର୍ଲା ବ୍ଳକ୍ ଶିକ୍ଷା ବିଭାଗ ଠାରେ ବିକଳାଙ୍ଗ ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ଦିବସୀୟ କେମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ
Narala, Kalahandi | Sep 4, 2025
ଆଜି ଗୁରୁବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରୁ ଅପରାହ୍ନ ଏକ ଘଣ୍ଟା ମଧ୍ୟରେ ନର୍ଲା ବ୍ଳକ୍ ଶିକ୍ଷା ବିଭାଗ ଠାରେ କଳାହାଣ୍ଡି ଜିଲ୍ଲା CWSN...