ବସ୍ତା: ୠଣ ଟଙ୍କା ନ ମିଳିବାରୁ ସ୍ଵୟଂସହାୟକ ଗୋଷ୍ଠୀ ର ମହିଳାମାନେ ରତାଇ ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଗରେ ଧାରଣାକାରୀଙ୍କ ପ୍ରତିକ୍ରିୟା
Basta, Balasore | Nov 28, 2025 ୠଣ ଟଙ୍କା ନ ମିଳିବାରୁ ସ୍ଵୟଂସହାୟକ ଗୋଷ୍ଠୀ ର ମହିଳାମାନେ ରତାଇ ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଗରେ ଧାରଣାକାରୀ ଆଜି ପ୍ରତିକ୍ରିୟା ଦେଇଛନ୍ତି