ରାଇଘର: ତୁରୁଢିହି ଛାତ୍ର ମୃତ୍ୟୁ ଘଟଣା। ପ୍ରଧାନ ଶିକ୍ଷକ ନିଲମ୍ବିତ। ଚିକିତ୍ସା ରେ ହୋଇଥିଲା ଅବହେଳା।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ିହି ପ୍ରାଥମିକ ବିଦ୍ୟାଳୟ ଛାତ୍ରବାସ ର ସପ୍ତମ ଶ୍ରେଣୀ ଛାତ୍ର ମଙ୍ଗଳ ସିଂ ଗଣ୍ଡ ଚିକିତ୍ସାଧୀନ ଅବସ୍ଥାରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘଟଣା ରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଗତ କାଲି ରାତି ୧୧ ସମୟରେ ମଙ୍ଗଳ ଙ୍କୁ ବାନ୍ତି ହୋଇ ଅସୁସ୍ଥ ହୋଇଥିଲେ, ପ୍ରଥମେ ସରକାରୀ ଚିକିତ୍ସାଳୟ କୁ ନେବା ପରିବର୍ତ୍ତେ ସ୍ଥାନୀୟ ଏକ କ୍କ୍ୱାକ ପାଖକୁ ମଙ୍ଗଳ ଙ୍କୁ ଚିକତ୍ସା ପାଇଁ ନେଇଥିଲେ ସେହିଠାରେ କ୍କ୍ୱାକ କିଛି ସମୟ ଚିକିତ୍ସା ପରେ ଅବସ୍