ନର୍ଲା: ନର୍ଲା ଥାନା ଅଞ୍ଚଳର ଜଣେ ସ୍ଵାମୀ ନିଜ ସ୍ତ୍ରୀ ଙ୍କୁ ମାଡ଼ ପୀଟ ସହିତ ନିର୍ଯାତନା ଦେଉଥିବା ଘଟଣା କୁ ନେଇ ଆଜି ଥାନାରେ ଅଭିଯୋଗ
Narala, Kalahandi | Aug 20, 2025
ସୂଚନା ଯୋଗ୍ୟ ଆଜି ବୁଧବାର ଦିନ ଅପରାହ୍ନ ଦୁଇ ଘଣ୍ଟା ସମୟରେ ନର୍ଲା ଥାନା ଅଞ୍ଚଳର ଜଣେ ସ୍ୱାମୀ ନିଜ ସ୍ତ୍ରୀ ଙ୍କୁ ମାଡ଼ ମାରିଥିବା ସହିଟ...