କଟକ ପୌରାଞ୍ଚଳ: ହ୍ୟୁଜ୍’ ଆପ୍ ଜରିଆରେ କୋଟିଏରୁ ଅଧିକ ଟଙ୍କା ଠକେଇ ଘଟଣାରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ରବିବାର ଗିରଫ କରିଛି ସାଇବର ଥାନା ପୋଲିସ
Cuttack M Corp PS, Cuttack | Aug 31, 2025
ହ୍ୟୁଜ୍ ମୋବାଇଲ୍ ଆପ୍ ଜରିଆରେ କୋଟିଏରୁ ଅଧିକ ଟଙ୍କା ଠକେଇ ଘଟଣାରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ରବିବାର ସନ୍ଧ୍ୟା ୬ଟାରେ ଗିରଫ...