ବୀରମହାରାଜପୁର: ପାପି ଠାରେ ଜିଲ୍ଲା ସ୍ତରୀୟ 2ତମ ରନିଂ ଫୁଟବଲ ଟୁର୍ଣ୍ଣମେଣ୍ଟ ଉଦଯାପିତ
ବିନିକା ଥାନା ଅନ୍ତର୍ଗତ ପାପି ଠାରେ 5ଦିନ ଧାରି ଚାଲିଥିବା ଜିଲ୍ଲା ସ୍ତରୀୟ 2ତମ ରନିଂ ଫୁଟବଲ ରୂର୍ଣ୍ଣମେଣ୍ଟ ଆଜି ସନ୍ଧ୍ୟା ପ୍ରାୟ 6ଟା 45ମିନିଟ ସମୟରେ ଉଦଯାପିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟରେକୁ ଜିଲ୍ଲା ତଥା ଜିଲ୍ଲା ବାହାରର 16ଟି ଦଳ ଅଂଶଗ୍ରହଣ କରିଥିଲେ l ଆଜିର ଫାଇନାଲ ଖେଳରେ ଉଲୁଣ୍ଡାକି ଟ୍ରାଇବ୍ରେକର ଜରିଆରେ ୪-୩ ଗୋଲରେ ହରାଇ କମସରା ଦଳ ଚାମ୍ପିଅନ ହୋଇଛି l ଖେଳକୁ ସଞ୍ଜୀବ ସାହୁ, ପ୍ରଶାନ୍ତ ସେଠୀ, ସୁଶାନ୍ତ ବାଘ ଏବଂ ଅଜୀମ ଖାଁ ପରିଚାଳନା କରିଥିଲେ l ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦ