ସୋନପୁର: ସଦର ବ୍ଲକ ସମ୍ମିଳନୀ କକ୍ଷରେ ପଂଚାୟତ ସମିତି ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିର
ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସମ୍ମିଳନୀ କକ୍ଷରେ ପଂଚାୟତ ସମିତି ତରଫରୁ ସ୍ବେଛାକୃତ ରକ୍ତଦାତା ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତହୋଇଯାଇଛି, ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ କୁମାର ସାହୁ ଯୋଗ ଦେଇ ନିଯେ ରକ୍ତ ଦାନ କରିଥିଲେ।ଏହି ଅବସରରେ ପଂଚାୟତ ସମିତିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଏଥିରେ 20ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିଲା।