ଟିଟିଲାଗଡ: ପ୍ରଭାବତୀ ପବ୍ଲିକ ସ୍କୁଲର ଏକ୍ସ୍ ପୋ ୨୦୨୫ ବୁଲି ଦେଖି ନିଜର ପ୍ରତିକ୍ରିୟା ରଖିଲେ ସହାୟକ ଜିଲ୍ଲାପାଳ ଓ ବରିଷ୍ଠ ଆଇନଜୀବୀ
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦ୍ୱିତୀୟ ଦିନରେ ଏକ୍ସପୋ ଥ୍ରି ଆର ଗ୍ରିନୋଭେସନ ପ୍ରକଳ୍ପ ପ୍ରଦର୍ଶିତ ଟିଟିଲାଗଡ - ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଦାଦି ଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଏକ୍ସ ପୋ ଥ୍ରୀ ଆର ଗ୍ରୀ ନୋ ଭେଶନ ଏବଂ କେନାରସ ୨୦୨୫ ଉଦଯାପିତ ହୋଇଯାଇଛି ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ସହାୟକ ଜିଲ୍ଲାପାଳ ଶ୍ରିଯୁକ୍ତ ସନ୍ଦୀପ ଚନ୍ଦ୍ରକାର ଯୋଗ ଦେଈ ଛାତ୍ର ଛାତ୍ରୀଙ୍କ ପ୍ରକଳ୍ପ ବୁଲି ଦେଖିଥିଲେ। ଏହି ଅବସରରେ ଚତୁର୍ଥରୁ ଦ୍ଵାଦଶ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାମାଜିକ ବିଜ୍ଞାନ, ଗଣିତ, ସାହିତ୍ୟ,